The following text field will produce suggestions that follow it as you type.

Barnes and Noble

Loading Inventory...
Americare Saturi Dina

Americare Saturi Dina in Chattanooga, TN

Current price: $20.00
Get it in StoreVisit retailer's website
Americare Saturi Dina

Barnes and Noble

Americare Saturi Dina in Chattanooga, TN

Current price: $20.00
Loading Inventory...

Size: OS

୨୦୨୨ରେ ଏହା ପ୍ରକାଶିତ ହେବାପରେ ତିନି ବର୍ଷ ବିତିଗଲାଣି। ଓଡ଼ିଆ ସାହିତ୍ୟରେ ଜଣେ ଅର୍ବାଚୀନ ଲେଖକର ପୁସ୍ତକ ଅନେକ ପଥ ଅତିକ୍ରାନ୍ତ କରିଆସିଛି। ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ଦୁଇଟି ସମ୍ମାନଜନକ ପୁରସ୍କାର ମିଳି ଯାଇଛି। ୨୦୨୨ର ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଓ ୨୦୨୪ର ଫକୀରମୋହନ ଭ୍ରମଣ ସାହିତ୍ୟ ପୁରସ୍କାର ଏ ପୁସ୍ତକ ଓ ଲେଖକ ପାଇଁ ସ୍ୱୀକୃତି ପ୍ରଦାନ କରିଥିବାରୁ ମୁଁ ନିଜକୁ ଓ ପୁସ୍ତକଟିକୁ ଭାଗ୍ୟବାନ୍ ମନେ କରୁଛି। ସମ୍ପୂର୍ଣ୍ଣ ଅଜଣା ସୂତ୍ରରୁ ବହି ବିଷୟରେ କିଛି ଟେଲିଫୋନ୍ ପାଇଛି ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ। କେତେଜଣ ସହୃଦୟ ପାଠକ ପାଠିକା ଆମେରିକା ବୁଲିଯିବା ଆଗରୁ ବହିଟିକୁ ସାଙ୍ଗରେ ନେଇ ଯାଇଛନ୍ତି ଗାଇଡ଼୍ ହିସାବରେ। ମୋର ପରିଶ୍ରମ ସାର୍ଥକ ହେଇଛି। କିନ୍ତୁ, କିଛି ଦିନ ତଳେ ଗୋଟେ ଘଟଣା ମତେ ଏଇ ସଂସ୍କରଣ ପାଇଁ ଉତ୍ସାହିତ କଲା। ବନ୍ଧୁ ଶ୍ରୀ ଚିତ୍ତରଞ୍ଜନ ସ୍ୱାଇଁ ଆମେରିକା ଯାଇଥିଲା ବେଳେ ୱାସିଙ୍ଗ୍]ଟନ୍ ଡିିସିରେ ଦୀର୍ଘ ୩୫ ବର୍ଷ ଧରି ବାସକରୁଥିବା ତାଙ୍କର ଜଣେ ବନ୍ଧୁ ବହିଟିରେ କିଛି ନୂଆ ଜିନିଷ ଦେଖି ପଢ଼ିବା ପାଇଁ ଆଗ୍ରହାନ୍ୱିତ ହେଲେ ଓ କେମିତି ପାଇବେ ବୋଲି ପଚାରିଲେ। ତାଙ୍କୁ ବହିଟି ଦେଇଦେବାପାଇଁ ମୁଁ କହିଲି। ଭାବିଲି, ଭାରତ ବାହାରେ କେହି ଓଡ଼ିଆ ହୁଏତ ବହିଟିକୁ ପଢ଼ିବାକୁ ଇଚ୍ଛା କରିପାରନ୍ତି। ଆଉ ଆଜି 'ଆମେରିକାରେ ସତୁରି ଦିନ' ତୃତୀୟ ବର୍ଷରେ ପଦାର୍ପଣ ସହିତ ଆନ୍ତର୍ଜାତିକ ବଜାରରେ ପ୍ରବେଶ କରିଛି।

More About Barnes and Noble at Hamilton Place

Barnes & Noble is the world’s largest retail bookseller and a leading retailer of content, digital media and educational products. Our Nook Digital business offers a lineup of NOOK® tablets and e-Readers and an expansive collection of digital reading content through the NOOK Store®. Barnes & Noble’s mission is to operate the best omni-channel specialty retail business in America, helping both our customers and booksellers reach their aspirations, while being a credit to the communities we serve.

2100 Hamilton Pl Blvd, Chattanooga, TN 37421, United States

Find Barnes and Noble at Hamilton Place in Chattanooga, TN

Visit Barnes and Noble at Hamilton Place in Chattanooga, TN
Powered by Adeptmind